ତାନେ
ଦେଖଣା
ତାନେ
ଉଚ୍ଚାରଣ
[ସମ୍ପାଦନା](ତାନେକେ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଗୁଡ଼ାଏ; ହପ୍ପାଏ; ବହେ — ୧. Copiously; a crop or violent outpour of.
(ଯଥା—ସେ ମତେ ତାନେ ଗାଳି ଦେଇ ଗଲା; ଆଜି ଆଚ୍ଛା ତାନେ ବର୍ଷା ହୋଇଗଲା)
- ୨. ଥରେ; ଏକଥର ମାତ୍ର —୨. Once only.
(ଯଥା—ମୁଁ କଟୁରିରେ ଏକାତାନେ ଛେଳିର ବେକକୁ ହାଣି ଛିଣ୍ଡାଇ ଦେଇପାରେ)