Jump to content

ତାନ୍

ଉଇକିଅଭିଧାନ‌ରୁ

ତାନ୍

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତନ୍ମୟ)

[ସମ୍ପାଦନା]
୧. ଚୂର୍; ଭୋଳ — ୧. Intoxicated.

(ଯଥା—ସେ ନିଶରେ ତାନ୍ ହୋଇ ରହିଛି )

୨. ବିହ୍ୱଳ; ଅଭିଭୂତ —୨. Overwhelmed.

(ଯଥା—ସେ ରାଗରେ ତାନ୍ ହୋଇ ରହିଛି )