Jump to content

ତାନ୍ତିଆ ଟୋପୀ

ଉଇକିଅଭିଧାନ‌ରୁ

ତାନ୍ତିଆ ଟୋପୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତାନ୍ତିଆ ତୋପୀ—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ନାମ) (ହିନ୍ଦୀ - ତାନ୍ତିଆ=ସରୁ; କଥିତ ଅଛି ଯେ ସେ ଦେଖିବାକୁ ଶୀର୍ଣ୍ଣକାୟ ଥିଲେ)

[ସମ୍ପାଦନା]

୧୮୫୭: ଖ୍ରୀଷ୍ଟାବ୍ଦରେ ଭାରତର ସିପାହୀବିଦ୍ରୋହ ସମୟରେ ବିଦ୍ରୋହୀଦଳର ଜନୈକ ଅଧିନାୟକ — The name of a leader of the rebellious forces during the Indian Sepoy mutiny of ୧୮୫୭ A. D.

[ ଦ୍ର—ଏ ମହାରାଷ୍ଟ୍ରୀୟ ବ୍ରାହ୍ମଣ ଓ ପ୍ରଥମେ ନାନାସାହେବଙ୍କ ଅଧୀନରେ କାମ କରୁଥିଲେ ୧୮୫୭: ସାଲର ସିପାହୀବିଦ୍ରୋହ ସମୟରେ କାନପୁରରେ ଇଂରାଜିମାନଙ୍କୁ ହତ୍ୟା କରିବା ବିଷୟର ଏ ପ୍ରଧାନ ଉତ୍ତେଜକ ଥିଲେ ଏ ବିଠରର ଯୁଦ୍ଧରେ ବିଦ୍ରାହୀ ସେନାମାନଙ୍କର ଅଧିନାୟକ ଥାଇ ଇଂରାଜୀମାନଙ୍କଦ୍ୱାରା ପରାଜିତ ହେଲେ ପରେ ଯାଇ ଝାନ୍ସୀର ରାଣୀ ଯୋଧାବାଈଙ୍କ ସଙ୍ଗେ ଇଂରାଜଙ୍କ ବିପକ୍ଷରେ ଯୋଗ ଦେଲେ, କିନ୍ତୁ ସେଠାରେ ପରାଜିତ ହୋଇ ପୁଣି ୨ ହଜାର ସୈନ୍ୟ ସଂଗ୍ରହ କଲେ ଓ ପୁଣି ପରାସ୍ତ ହେଲେ କିଛିଦିନ ପରେ ଏ ଗୋଆଲିଅର ଦୁର୍ଗ ହସ୍ତଗତ କରି ସେଠାରେ ମଧ୍ୟ ପରାଜିତ ହୋଇ ମଧ୍ୟଭାରତ, ରାଜପୁତାନା ଓ ବୁନ୍ଦେଲଖଣ୍ଡରେ ଲୁଚି ବୁଲିଲେ ପରେ ୧୯୫୯: ମସିହାରେ ଧରା ପଡ଼ି ବିଚାରରେ ରାଜବିଦ୍ରୋହ ଅପରାଧରେ ଅପରାଧୀ ସାବ୍ୟସ୍ତ ହୋଇ ପ୍ରାଣଦଣ୍ଡରେ ଦଣ୍ଡିତ ହେଲେ ଏ ନିଷ୍ଠୁର, ଧୂତ୍ତ ଓ ବିଦ୍ରୋହୀମାନଙ୍କ ଦଳ ମଧ୍ୟରେ ଏକମାତ୍ର ଯୁଦ୍ଧନିପୁଣ ବ୍ୟକ୍ତି ଥିଲେ ସବଳଚନ୍ଦ୍ର ବଙ୍ଗଳା ଅଭିଧାନ ଏହାଙ୍କୁ କେହି କେହି ତାନ୍ତିଆ ଭିଲ ବୋଲ କହନ୍ତି ଓ ଏ ଭିଲ ସର୍ଦ୍ଦାର ଥିବାର ମନେ କରନ୍ତି, କିନ୍ତୁ ଏହା ଭ୍ରମ ]