Jump to content

ତାନ୍ତ୍ରିକ

ଉଇକିଅଭିଧାନ‌ରୁ

ତାନ୍ତ୍ରିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତନ୍ତ୍ର+ସମ୍ୱନ୍ଧ ବା ଜ୍ଞାନ ର୍ଥେ ଇକ)

[ସମ୍ପାଦନା]
୧. ତନ୍ତ୍ର ସମ୍ୱନ୍ଧୀୟ —୧. Relating to the Tantras.
୨. କଳା ବା ବିଦ୍ୟା ବିଶେଷର ପାରିଭାଷିକ (ଶବ୍ଦ) — ୨. Technical (words) (of a science or art)
୩. ତନ୍ତ୍ର ଶାସ୍ତ୍ର ବେତ୍ତା —୩. Well acquainted with or versed in the Tantras.
୪. ମାରଣ, ମୋହନ, ବଶୀକରଣାଦି ଆଭିଚାର ପ୍ରୟୋଗ କାରୀ —୪. Applying tantric incantations or charms against people.
୫. ବିଷେଷଜ୍ଞ —୫. Specialising in any branch of knowledge.
୬. ତନ୍ତୁ ସମ୍ୱନ୍ଧୀୟ (ଜ୍ଞାନେନ୍ଦ୍ର) — ୬. Fibrous; relating to fibres.
୭. ସାମ୍ପ୍ରଦାୟିକ ବା ବିଶିଷ୍ଟ ସତ ସମ୍ୱନ୍ଧୀୟ — ୭. Sectarian.
୮. ତନ୍ତ ସମ୍ୱନ୍ଧୀୟ (ଜ୍ଞାନେଦ୍ର) — ୮. Relating to the loom.

ବିଶେଷ୍ୟ -

[ସମ୍ପାଦନା]
୧. ତନ୍ତ୍ରମତାବଲମ୍ୱୀ ବ୍ୟକ୍ତି —୧. Follower of the Tantras or an esoteric cult of the Hindus.
୨. ସିଦ୍ଧାନ୍ତଜ୍ଞ ବ୍ୟକ୍ତି —୨. A scholar; a specialist
୩. କୌଣସି ସମ୍ପ୍ରଦାୟଭୂକ୍ତ ବ୍ୟକ୍ତି —୩. A sectarian; member of any sect.


୪. ଏକପ୍ରକାର ସନ୍ନିପାତ — ୪. A kind of typhoid fever.