ତାନ ଛିଣ୍ଡେଇବା
ଦେଖଣା
ତାନ ଛିଣ୍ଡେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତାନ ଛିଣ୍ଡେଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଝାଙ୍କ ଛିଣ୍ଡେଇବା; ହପ୍ପା ବା ଜୋର୍ ପୂର୍ବକ କୌଣସି କାର୍ଯ୍ୟ କରିବା; ଏକହପ୍ପାକେ କୌଣସି କାମ କରିବା — ୧. To do any thing in one strain.
- ୨. ଗାଳିମନ୍ଦ କରିବା —୨. To abuse; to scold.