Jump to content

ତାନ ଧରିବା

ଉଇକିଅଭିଧାନ‌ରୁ

ତାନ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.

[ସମ୍ପାଦନା]
୧. ଗୀତ ବୋଲାଯିବା ଆଗରୁ ଉକ୍ତ ଗୀତର ସ୍ୱର ବା ରାଗକୁ ଆବୃତ୍ତି କରିବା; ଗୀତ ବୋଲିବା ପୂର୍ବରୁ 'ତାନା ନାନା' ଆଦିଦ୍ୱାରା ନିର୍ଦ୍ଦିଷ୍ଟ ସ୍ଥାନରେ ଯତିପାତ କରି ଉକ୍ତ ଗୀତର ସ୍ୱରକୁ ଆବୃତ୍ତି କରିବା —୧. To flourish a tune or recite the key-note before singing a song.

[ଯଥା—ବନ୍ଦଇ ସାରଳା ମା ଗୋ ତୋର ଶ୍ରୀଚରଣେ ଏହି ଗୀତ ବୋଲିବା ପୂର୍ବରୁ ଗାୟକ 'ନାରେ ନାରେ ନାରେ ନାରେ ନାରେ ନାରେ ନାରେ' ଆବୃତ୍ତି କରି ଉକ୍ତ ଗୀତର ତାନ ଧରନ୍ତି, ତାପରେ ଅସଲ ଗୀତକୁ ବୋଲନ୍ତି]