Jump to content

ତାପକ

ଉଇକିଅଭିଧାନ‌ରୁ

ତାପକ

ଉଚ୍ଚାରଣ

[ସମ୍ପାଦନା]
(ତାପିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ତାପ ଧାତୁ ଣିଜନ୍ତି ତାପି ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ଯାହା ଉତ୍ତପ୍ତ କରେ; ତାପଜନକ — ୧. Heating; producing warmth.
୨. ଦାହକ —୨. Burning.

ବିଶେଷ୍ୟ -

[ସମ୍ପାଦନା]
୧. ଜ୍ୱର —୧. Fever.
୨. ରଜୋଗୁଣ —୨. Material or gross quality of nature.