Jump to content

ତାପତ୍ରୟ

ଉଇକିଅଭିଧାନ‌ରୁ

ତାପତ୍ରୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାପ+ତ୍ରୟ)

[ସମ୍ପାଦନା]

ତ୍ରିତାପ; ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୈତିକ ଦୁଃଖକ୍ରୟ; ସଂସାରରେ ମନୁଷ୍ୟ ପ୍ରତି ଘଟିବା ତ୍ରିବିଧ ଦୁଃଖ — The three classes of human sufferings (viz, those caused by the soul by the gods and by the elements) according to the Hindus