Jump to content

ତାପତ୍ୟ

ଉଇକିଅଭିଧାନ‌ରୁ

ତାପତ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତପତୀ+ଅପତ୍ୟାର୍ଥେ. ଯ)

[ସମ୍ପାଦନା]

ଅର୍ଜୁନଙ୍କର ଏକ ନାମ — A name of Arjuna.


[ ଦ୍ର—କୁରୁବଂଶୀୟ ସଂବରଣ ନାମକ ଜଣେ ରାଜାଙ୍କ ପତ୍ନୀଙ୍କ ନାମ ତପତୀ ଥିଲା ତପତୀ ସୂର୍ଯ୍ୟକନ୍ୟା ଥଲେ ସେହି ବଂଶରୁ ଅର୍ଜୁନ ଜନ୍ମ ହୋଇଥିବାରୁ ସମ୍ଭବତଃ ତାଙ୍କର ଏ ନାମ ହୋଇଅଛି ପାଣ୍ଡବମାନେ କୁରୁ ଓ ଚନ୍ଦ୍ରବଂଶୀୟ]