Jump to content

ତାପନ

ଉଇକିଅଭିଧାନ‌ରୁ

ତାପନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତପ୍ ଧାତୁ ଣିଜନ୍ତି ତାପି ଧାତୁ+କର୍ତ୍ତୃ. ଅନ)

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun.
୨. ସୂର୍ଯ୍ୟକିରଣ —୨. Sun's rays.
୩. ସୂର୍ଯ୍ୟକାନ୍ତ ମଣି — ୩. A kind of gem; sunstone.
୪. କାମଦେବଙ୍କର ପଞ୍ଚବାଣ ମଧ୍ୟରୁ ଗୋଟିଏ — ୪. One of the five arrows of the God Cupid.
୫. (+ଭାବ. ଅନ) ତାପଜନକ; ତାପ ଜନ୍ମାଇବା — ୫. The generation of heat.
୬. କ୍ଳେଶ ଦେବା; ଉତ୍ପୀଡ଼ନ — ୬. Tormenting; oppression.
୭. ଅର୍କ ଗଛ (ହିନ୍ଦୀ - ଶବ୍ଦସାଗର) — ୭. Calotropis Gigantea (plant)
୮. ଢୋଲ (ହିନ୍ଦୀ - ଶବ୍ଦସାଗର) —୮. Drum.
୯. ନରକ ବିଶେଷ (ହିନ୍ଦୀ - ଶବ୍ଦସାଗର) — ୯. One of the hells according to the Hindus.
୧. ତନ୍ତୋକ୍ତ ଅଭିଚାର ବା ପ୍ରୋୟଗ ବିଶେଷ ; ଯହିଁ ଫଳରେ ଶକ୍ରୁର ପୀଡ଼ା ଜନ୍ମେ (ହିନ୍ଦୀ - ଶବ୍ଦସାଗର) — ୧୦. A kind of application of charm resulting in the enemy being afflicted with disease.

ସଂସ୍କୃତ - ବିଶେଷଣ -

[ସମ୍ପାଦନା]

ତାପଜନକ —Heating; generating heat.

ଦେଶଜ - ବିଶେଷଣ -

[ସମ୍ପାଦନା]

ସନ୍ତାପିତ —Afficted.

ବିଷମ ବିଶିଖେ ମୋତେ କରିଛି ତାପନ ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଜୋର୍ —୧. Force.

(ଯଥା—ଚଉକାଠଟା ମୋ ମୁଣ୍ଡରେ ଭାରି ତାପନରେ ବାଜିଗଲା)

୨. ବେଗ —୨. Velocity.

(ଯଥା—ଘୋଡ଼ାଟା ଭାରି ତାପନରେ ଦଉଡ଼ିଛି)