Jump to content

ତାପସ

ଉଇକିଅଭିଧାନ‌ରୁ

ତାପସ

ଉଚ୍ଚାରଣ

[ସମ୍ପାଦନା]
(ତାପସୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ତପସ୍=ପ୍ରୟୋଜନାର୍ଥେ. ଅ)

[ସମ୍ପାଦନା]
୧. ତପସ୍ୱୀ; ମୁନି; ଋଷି — ୧. An ascetic; a sage.
୨. ତେଜପତ୍ର —୨. The fragrant leaf of Cassia Cinnamon.
୩. ତମାଳ (ଦେଖ) - —୩. Tamāaḻa (See)

ବିଶେଷଣ -

[ସମ୍ପାଦନା]
୧. ତପସ୍ୟାକାରୀ — ୧. Practising asceticism or penance.
୨. ତପସ୍ୱୀଙ୍କ ସମ୍ୱନ୍ଧୀୟ —୨. Relating to asceties