Jump to content

ତାପସତରୁ

ଉଇକିଅଭିଧାନ‌ରୁ

ତାପସତରୁ

ଉଚ୍ଚାରଣ

[ସମ୍ପାଦନା]

(ତାପସ ଦ୍ରମ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ତାପସ+ତରୁ; ତପସ୍ୱୀମାନଙ୍କ ବ୍ୟବହାର୍ଯ୍ୟ ତରୁ; ଏ ତରୁର ଫଳକୁ ଛେଚି ତେଲ ବାହାର କରି ଋଷିମାନେ ଦେହରେ ଲଗାଉଥିଲେ)

[ସମ୍ପାଦନା]

ଇଙ୍ଗୂଦୀ ବୃକ୍ଷ —Terminalia catapha (tree).