Jump to content

ତାପସପ୍ରିୟ

ଉଇକିଅଭିଧାନ‌ରୁ

ତାପସପ୍ରିୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (୬ଷ୍ଠୀ ତତ୍; ତାପସ+ପ୍ରିୟ)

[ସମ୍ପାଦନା]
୧. ତପସ୍ୱୀମାନଙ୍କର ପ୍ରିୟ (ବସ୍ତୁ ବା ବ୍ୟକ୍ତି) — ୧. Loved by asceties.
୨. (ବହୁବ୍ରୀହି) ତପସ୍ୱୀମାନେ ଯାହାର ପ୍ରିୟ; ଯେ ତପମ୍ୱୀମାନଙ୍କୁ ସୁଖ ପାଏ —୨. Fond of ascesties.

ବିଶେଷ୍ୟ -

[ସମ୍ପାଦନା]
୧. ପିୟାଳ ଗଛ; ପିଆଳ —Buchanania Latifolia (tree).

[ ଦ୍ର—ଏହା ଆମ୍ରାଦି ବର୍ଗର ଆରଣ୍ୟ ତଋବିଶେଷ; ଫଳ କୃଷ୍ଣବର୍ଣ୍ଣ, ଛୋଟ ଓ ମନୂଷ୍ୟଭକ୍ଷ୍ୟ ଟାକୁଆ ଭିତରେ ଥିବା କୋଇଲି ବାଦାମ ଫଳର ଶସ ସୁସ୍ୱାଦୁ ଏଥିରୁ ତୈଳ ବାହାରେ]

୨. ତାପସ ତରୁ (ଦେଖ) - (ହିନ୍ଦୀ - ଶବ୍ଦସାଗର) — ୨. ,Tāpasa taru (See)