Jump to content

ତାପିତ

ଉଇକିଅଭିଧାନ‌ରୁ

ତାପିତ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତପ୍ ଧାତୁ ଣିଚ୍ ଧାତୁ+କର୍ମ. ତ)

[ସମ୍ପାଦନା]
୧. ପୀଡ଼ିତ — ୧. Sick.
୨. ତାପପ୍ରାପ୍ତ; ଯାହାକୁ ତତା ଯାଇଅଛି —୨. Heated.
୩. ଖେଦଯୁକ୍ତ; ଦୁଃଖିତ; ସନ୍ତାପିତ — ୩. A fflicted; distressed.
୪. (+କର୍ତ୍ତୃ. ତ) କ୍ରୂଦ୍ଧ —୪. Incensed.
୫. ଅତ୍ୟାଚାରିତ —୫. Oppressed.