ତାପିନୀ
ଦେଖଣା
ତାପିନୀ
ଉଚ୍ଚାରଣ
[ସମ୍ପାଦନା](ତାପୀ—ପୁଂ)
ସଂସ୍କୃତ - ବିଶେଷଣ - ସ୍ତ୍ରୀ (ତାପ+ଇନ୍+ସ୍ତ୍ରୀ. ଈ)
[ସମ୍ପାଦନା]- ୧. ତାପଯୁକ୍ତା — ୧. Heated.
- ୨. ସନ୍ତପ୍ତା —୨. Afflicted.
- ୩. ଦୁଃଖିନୀ —୩. Sorrowful; miserable (woman)
- ୪. ତାପ ଜନୟିଢ଼ୀ —୪. Producing warmth; generating heat.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଶାସ୍ତ୍ରର ନାମ ବିଶେଷ —Title of some devotional writings.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. (ସଂସ୍କୃତ - ଗୋପାଳତାପିନୀ; ଶ୍ରୀମତୀତାପିନୀ ଶବ୍ଦର ସଂକ୍ଷେପ)—ବୈଷ୍ଣବ ଧର୍ମଗ୍ରନ୍ଥବିଶେଷ — Abbreviation of the tiele of some devotional works.
- ୨. ବେଦାନ୍ତ —୨. Bedānta philosophy.
ତାପିନୀ ପ୍ରବିଦମାନେ ଜାଣିବେ ଯେ ଅନୁମାନେ ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି