Jump to content

ତାପୀ

ଉଇକିଅଭିଧାନ‌ରୁ

ତାପୀ

ଉଚ୍ଚାରଣ

[ସମ୍ପାଦନା]
(ତାପିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ତାପ+ ଅଛି ଅର୍ଥେ, ଇନ୍; ତାପିନ୍ ଶବ୍ଦର ୧ମା. ୧ବ)

[ସମ୍ପାଦନା]
୧. ତାପଯୁକ୍ତ —୧. Heated.
୨. ସନ୍ତପ୍ତ —୨. Afflicted.
୩. ଦୁଃଖୀ —୩. Miserable.
୪. ତ୍ରିତାପୀ —୪. Afflicted with all sorts of wordly troubles.
୫. (ଣିଜନ୍ତ ତାପି ଧାତୁ+ଇନ୍. ୧ମା. ୧ବ)—ଦୁଃଖଜନକ ୫. Afflicting.
୬. ଉତ୍ତାପଜନକ —୬. Producing or gewrating.

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଦାକ୍ଷିଣାତ୍ୟର ତାପ୍ତୀ ନଦୀ —The river Tāptī in the Deccan.
୨. ଯମୁନା ନଦୀ —୨. The river J̄amunā.
୩. ସୂର୍ଯ୍ୟଙ୍କ ବନ୍ୟା ଓ ସଂବରଣଙ୍କ ପତ୍ନୀ —୩. The daughter of Sun-god and wife of king Sambaraṇa.

ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ବୁଦ୍ଧ —The Buddha.