Jump to content

ତାପ୍ୱା

ଉଇକିଅଭିଧାନ‌ରୁ

ତାପ୍ୱା

ଉଚ୍ଚାରଣ

[ସମ୍ପାଦନା]

ପ୍ରାଦେଶିକ - (ସମ୍ୱଲପୁର)କ୍ରିୟାପଦ - (ସଂସ୍କୃତ - ତପ ଧାତୁ ଣିଚ୍ ତାପି ଧାତୁ, ତୁଳ. ଅହି ଅର୍ଥରେ ହିନ୍ଦୀ - ଚାପ୍ନା)

[ସମ୍ପାଦନା]

(ନିଆଁ, ଖରା ଆଦି) ପୋଇଁବା — To bask or warm one's self before fire or in the sun.