Jump to content

ତାପ ହରୀ

ଉଇକିଅଭିଧାନ‌ରୁ

ତାପ ହରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାପ+ହୃ ଧାତୁ+କର୍ତ୍ତ. ଅ+ସ୍ତ୍ରୀ. ଈ)

[ସମ୍ପାଦନା]

ଏକ ପ୍ରକାର ଖେଚାଡ଼ି (ଭାବପ୍ରକାଶ) —A kind of dish prepared of rice boiled with pulse.

[ ଦ୍ର—ଏହା ପ୍ରସ୍ତୁତ କରିବାକୁ ଧୂଆ ଚାଉଳ ସଙ୍ଗେ ହରଡ଼ର ବଡ଼ି ମିଶାଇ ସେଥିରେ ହଳଦୀ ଗୋଳାଇ ତାକୁ ଘିଅରେ ସନ୍ତୁଳି ପାଣିରେ ସିଝାଇବାକୁ ହୁଏ ଚାଉଳ ସିଝିଗଲେ ତାହାକୁ ହେଙ୍ଗୁ—ଦ୍ୱାରା ବଘାରିବାକୁ ହୁଏ ହିନ୍ଦୀ - ଶବ୍ଦସାଗର]