Jump to content

ତାବତ୍

ଉଇକିଅଭିଧାନ‌ରୁ

ତାବତ୍

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତଦ୍= ସେହି+ ପରିମାଣାର୍ଥେ. ବତ୍)

[ସମ୍ପାଦନା]
୧. ତତ୍ସଂଖ୍ୟକ; ତ୍ପରିମିତ; ସେତେ; ତେତିକି — ୧. So many; so much; that much of.
୨. ତାବତୀୟ; ସେହି ସମସ୍ତ — ୨. All that; all those.

ଧରାର ତାବତ ମନୀଷି ମଣ୍ଡଳୀ ସ୍ତାବକ ତୋହ ପିତାର— ନନ୍ଦକିଶୋର. ଶମଷ୍ଠା

ସର୍ବନାମ

[ସମ୍ପାଦନା]

ତାହା ସମସ୍ତ; ସେମାନେ ସବୁ — All that; all of them.

ସଂସ୍କୃତ - ଅ

[ସମ୍ପାଦନା]
୧. ସେହି ସମୟ ପର୍ଯ୍ୟନ୍ତ — ୧. Till that time; till then; so long.
୨. ତତ୍କାଳେ; ସେହି କ୍ଷଣରେ — ୨. At that time.
୩. କେତେଦୂର ପର୍ଯ୍ୟନ୍ତ —୩. So far.
୪. ସେହି ପରିମାଣ ପର୍ଯ୍ୟନ୍ତ —୪. So much.

(ଯଥା—ସଂସ୍କୃତରେ ଏହି ଶବ୍ଦ ପରିଚ୍ଛେଦ, ଅବଧାରଣା ଓ ବାକ୍ୟାଳଙ୍କାର ସ୍ଥଳରେ ପ୍ରଯୁକ୍ତ ହୁଏ)