Jump to content

ତାବିଜ

ଉଇକିଅଭିଧାନ‌ରୁ

ତାବିଜ

ଉଚ୍ଚାରଣ

[ସମ୍ପାଦନା]

(ତାବିଜ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ତଅବୀଜ୍)

[ସମ୍ପାଦନା]
୧. ବାହୁଭୂଷଣବିଶେଷ; ବଜୁ — ୧. Armlet; an ornament worn on the arm.
୩. କଣ୍ଠାଭରଣବିଶେଷ; ବେକରେ ପିନ୍ଧାଯିବା ଚାରିକୋଣିଆଁ ସୁନା ରୂପାର ଡ଼େଉଁରିଆ — ୨. An armlet worn on the neck.
୩. ରକ୍ଷାକବଚ —Phylactery; charm.