Jump to content

ତାବ୍ଦା

ଉଇକିଅଭିଧାନ‌ରୁ

ତାବ୍ଦା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

[ ତାବିଦା(ଧା)—ଅନ୍ୟରୂପ]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ତବ୍ଧ)

[ସମ୍ପାଦନା]
୧. ସ୍ତବ୍ଧ; ବଧିରୀକୃତ (କର୍ଣ୍ଣ) — ୧. Stunned.
୨. ସ୍ପର୍ଶାନୁଭୂତିରହିତ —୨. Benumbed.
୩. ଚଳତ୍ଶକ୍ତିରହିତ —୩. Paralysed.