ତାମଜାନ
ଦେଖଣା
ତାମଜାନ
ଉଚ୍ଚାରଣ
[ସମ୍ପାଦନା](ତାଞ୍ଜାମ; ତାଞ୍ଜନ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସ୍ତମ୍ଭ+ଯାନ; ଉର୍ଦ୍ଦୁ. ତାମଝାନ୍)
[ସମ୍ପାଦନା]ଏକ ପ୍ରକାର ଖୋଲା ପାଲିଙ୍କି; ଆଗରେ ପଛରେ କାନ୍ଧେଇବାପାଇଁ ବାଉଁଶ ଲାଗିଥିବା ଚଉକି; ମେହେନା —Sedan chair.
[ ଦ୍ର—ତାମଜାନରେ ଆରୋହଣକାରୀ ଚଉକିରେ ବସିଲା ପରି ଗୋଡ଼ ଲମ୍ୱାଇ ବସି ପାରେ, କିନ୍ତୁ ସବାରି ଆଦିରେ ଯେପରି ଶୋଇ ହୁଏ, ଏଥିରେ ତାହା ହୋଇ ପାରେ ନାହିଁ କୌଣସି କୌଣସି ତାମଜାନରେ ଆରୋହୀର ମୁଣ୍ଡ ଉପେର ଛତ୍ରାକୃତି ଆବରଣ (ଟପ୍) ଥାଏ; କେଉଁ କେଉଁ ତାମଜାନର ମୁଣ୍ଡ ଉପର ଖୋଲା ଥାଏ]