Jump to content

ତାମରସ

ଉଇକିଅଭିଧାନ‌ରୁ

ତାମରସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାମର= ଜଳ+ମସ୍ ଧାତୁ= ବାସ କରିବା+ କର୍ତ୍ତୃ ଅ; ଯାହା ଜଳରେ ଥାଏ)

[ସମ୍ପାଦନା]
୧. ପଦ୍ମ —୧. Lotus.
୨. ସାରସ ପକ୍ଷୀ —୨. The crane.
୩. ତାମ୍ର —୩. Copper.
୪. ସୁବର୍ଣ୍ଣ —୪. Gold.
୫. ଦ୍ୱାଦଶାକ୍ଷର ସଂସ୍କୃତ ଛନ୍ଦୋବିଶେଷ — ୫. A sanskrit metre of ୧୨ letters.
୬. ଧୃସ୍ତର; ଧାତୁରା —୬. The Datura Fustosa (tree & fruit).
୭. ରକ୍ତ ପଦ୍ମ —୭. The red lotus (Apte).

[ ଦ୍ର—ଏ ଶବ୍ଦ ବେଦରେ ଅଛି, କିନ୍ତୁ ପଣ୍ଡିତମାନେ କହନ୍ତି ଯେ ଏହା ପିକ, ମଳୟ ଆଦି ଶବ୍ଦ ପରି ଅନାର୍ଯ୍ୟ ଭାଷାରୁ ସଂସ୍କୃତକୁ ଆସିଆଛି ହିନ୍ଦୀ - ଶବ୍ଦସାଗର]