Jump to content

ତାମରସୀ

ଉଇକିଅଭିଧାନ‌ରୁ

ତାମରସୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତାମରସ+ ସ୍ତ୍ରୀ. ଈ)

[ସମ୍ପାଦନା]
୧. ପଦ୍ମିନୀ; ପଦ୍ମ ସମୂହ — ୧. Collection of lotuses.
୨. ପଦ୍ମ ପୂର୍ଣ୍ଣ ଜଳାଶୟ —୨. Lotus-pond (Apte).