ତାମଳଖ
ଦେଖଣା
ତାମଳଖ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତମାଳକ)
[ସମ୍ପାଦନା]ତମଲୁକ୍ (ନଗର ଓ ସବ୍ଡ଼ିଭିଜନ୍) — Tamlook (subdivision and town in the district of Midnapur)
[ ଦ୍ର—ତମଲୁକ ତଳେ ନୋଟ ଦେଖ, ଏହା ଖ୍ରୀଷ୍ଟ ଚତୁର୍ଥ ଶତାବ୍ଦିଠାରୁ ଦ୍ୱାଦଶ ଶତାବ୍ଦି ପର୍ଯ୍ୟନ୍ତ ବଙ୍ଗୋପସାଗରର ପ୍ରଧାନ ବନ୍ଦର ଓ ବାଣିଜ୍ୟ କେନ୍ଦ୍ର ଥିଲା]