Jump to content

ତାମସକର୍ତ୍ତା

ଉଇକିଅଭିଧାନ‌ରୁ

ତାମସକର୍ତ୍ତା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (କର୍ମଧା; ତାମସ+ କର୍ତ୍ତୃ. ୧ମା. ବ)

[ସମ୍ପାଦନା]

ଅନବହିତ, ବିବେକଶୂନ୍ୟ, ଉଦ୍ଧତ, ଶଠ, ପର ଉପରେ ଦାୟିତ୍ୱ ପକାଇ ନିଜେ ଦାୟିତ୍ୱର ନିଷ୍କୃତି ପାଇବାକୁ ଇଚ୍ଛୁକ, ଅଳସ, ବିଷାଦଯୁକ୍ତ ଓ ଦୀର୍ଘସୂତ୍ରୀ କର୍ମୀ (ଭଗବଦ୍ଗୀତା ୧୮/୨୮: ) — A doer of work who is careless, unconscienttious, arrogant, deceitful, irresponsible, lezy, sad and procrastinating.