ତାମସଜ୍ଞାନ
ପ୍ରତିମାରେ ଈଶ୍ୱର ବିଦ୍ୟମାନ ଅଛନ୍ତି ଏହିପରି କାରଣରହିତ ଅଯୌକ୍ତିକ ତୁଚ୍ଛ ଜ୍ଞାନ (ଭାଗବଦ୍ଗୀତା—୧୮—୨୨: ) — Knowledge or conviction not based upon reasoning or sense.