ତାମସା
ଦେଖଣା
ତାମସା
ଉଚ୍ଚାରଣ
[ସମ୍ପାଦନା]ତାମ୍ସା, ତାମାସାଅନ୍ୟ ପରୂ
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଆରବୀ - ତମାସା)
[ସମ୍ପାଦନା]- ୧. କ୍ରୀଡ଼ା; ଖେଳ — ୧. Play; games; sports.
- ୨. ବାଜୀଗରୀ; କୁହୁକ — ୨. Magical show.
- ୩. ଲୋକ ମନୋରଞ୍ଜନ ଦୁଶ୍ୟ — ୩. A popular sight; a show.
- ୪. ପ୍ରଦର୍ଶନୀ —୪. Exhibition.
- ୫. ଥଟ୍ଟା; ରହସ୍ୟ; ପରିହାସ — ୫. Joke; jest; fun.
- ୬. ସୁଆଙ୍ଗ, ଯାତ୍ରା, ନାଟଆଦିରେ ବାହାରିବା ଭିନ୍ନଭିନ୍ନ ଲୋକ ଓ ଜୀବଙ୍କ ପ୍ରତିରୂପ —୬. Masquerade.
- ୭. ନାଟ, ଯାତ୍ରା ଆଦି ମେଳା — ୭. Popular gatherings; dances.
- ୮. ଆମୋଦ ପ୍ରମୋଦ —୮. Amusements.
- ୯. ମଜା; କୌତୁକ —୯. Fun; diversion.
ତୁ ଟା ଓ କି ଜାତି ତୁଣ୍ଡର ପୀରତି ତାମସା ଟାପରା ଟାହି— କବିସୂର୍ଯ୍ୟ. ରତ୍ନାକରଚମ୍ପୁ
[ ଦ୍ର—ଏ ଶବ୍ଦ ଥଟ୍ଟା ଶବ୍ଦ ପରେ ସହଚରରୂପେ ବ୍ୟବହୃତ ହୁଏ, (ଯଥା ଥଟ୍ଟା ତମାସା) ତମାସା ତଳେ ନୋଟ୍ ଦେଖ ]