Jump to content

ତାମସିକ

ଉଇକିଅଭିଧାନ‌ରୁ

ତାମସିକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତମସ୍+ଅନ୍ୱିତାର୍ଥେ. ଇକ)

[ସମ୍ପାଦନା]
୧. ତାମସ; ତମୋଗୁଣାନ୍ୱିତ —୧. Gross; connected with the grosser elements of human nature.
୨. ଗର୍ହିତ; ନିନ୍ଦିତ —୨. Blameworthy.
୩. ଅନ୍ଧାକାରଗ୍ରସ୍ତ —୩. Darkened; gloomy.
୪. ତମୋଗୁଣରୁ ଜାତ —୪. Born of self-delusion.
୫. ତମୋଗୁଣଦ୍ୱାରା ପ୍ରଣୋଦିତ —୫. Arising from or dictated by the grosser human passions.

ଦେଶଜ - ବିଣ—(ସଂସ୍କୃତ - ତାମସିକ ଓ ଆରବୀ - ତମାସା ଏହି ଦୁଇ ଶବ୍ଦର ଅର୍ଥ ଦ୍ୱୟ ଅବଲମ୍ୱନରେ ବ୍ୟବହୃତ)

[ସମ୍ପାଦନା]
୧. ଯାହା ଲୋକଙ୍କୁ ଦେଖାଇବାକୁ ଅବଲମିତ ହୁଏ ଓ ଯାହା ଆନ୍ତରିକ ନୁହେଁ (ଯଥା—ତାମସିକ ଭକ୍ତି) —୧. Affected; pretended; not sincere.
୨. ଲୋକପ୍ରିୟ ହେବା ପାଇଁ ଯାହା ଅବଲମ୍ୱିତ ହୁଏ — ୨. Done to gain popularity.