Jump to content

ତାମସୀ

ଉଇକିଅଭିଧାନ‌ରୁ

ତାମସୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ତାମସ+ସ୍ତ୍ରୀ. ଈ)

[ସମ୍ପାଦନା]
୧. ଘୋର ଅନ୍ଧକାରମୟୀ — ୧. Gloomy.
୨. ତମୋଗୁଣାନ୍ୱିତା —୨. Gross.

ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]
୧. ଘୋର ଅନ୍ଧାକାରାଚ୍ଛନ୍ନ ରାତି —୧. Gloomy night.
୨. ରାତ୍ରି; ରଜନୀ —୨. Night.
୩. ଦୁର୍ଗା; କାଳୀ —୩. Goddess Kāḻī Durgā
୪. ଜଟାମାଂସୀ; ହିମାଳୟର ଶାକବିଶେଷ — ୪. Spikenard (a medicinal herb).
୫. ମସୀ; କାଳୀ; ସ୍ୟାହି —୫. Ink.

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ତମସା ନଦୀ —The river Tamasā

ବଳି ତାମସୀ ନଦୀକି ବନେ ପଶି, ସେ ଦିନ ତହିଁ ରହିଲେ— ଉପେନ୍ଦ୍ର ଭଞ୍ଜ. ବୈଦେହୀଶବିଳାସ