Jump to content

ତାମସୀ ବୁଦ୍ଧି

ଉଇକିଅଭିଧାନ‌ରୁ

ତାମସୀ ବୁଦ୍ଧି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ମନୁଷ୍ୟର ଯେଉଁ ବୁଦ୍ଧ ଅଜ୍ଞାନାନ୍ଧକାରରେ ଅଚ୍ଛନ୍ନ ହୋଇ ଅଧର୍ମକୁ ଧର୍ମ ଓ ସମସ୍ତ ବିଷୟକୁ ବିପରୀତଭାବରେ ବୁଝେ (ଗୀତା ୧୮ ୩୬: ) —Intellgence. which is shrouded with ignorance and considers impiety as piety and understands every thing from an opposite point of view.