ତାମସ ଆହାର
ଦେଖଣା
ତାମସ ଆହାର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକ ଯାମ ବା ପ୍ରହରକ ପୂର୍ବରୁ ରାନ୍ଧ ହୋଇଥିବା ବା ପ୍ରସ୍ତୁତ, ଗତରସ, ପୃତି— ଗନ୍ଧଯୁକ୍ତ ପର୍ଯ୍ୟୁସିତ ବା ବାସୀ, ଉଚ୍ଛିଷ୍ଟ ଓ ଅମେଧ୍ୟ ବସ୍ତୁର ଭୋଜନ (ଭଗବଦ୍ଗୀତା—୧୭—୧: ) — Eating of stale, sapless, evil-smelling and impure food or food prepared long ago or the leavings of other's tables or orts.