Jump to content

ତାମସ କର୍ମ

ଉଇକିଅଭିଧାନ‌ରୁ

ତାମସ କର୍ମ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ତାମସ+ କର୍ମନ; ୧ମା. ୧ବ)

[ସମ୍ପାଦନା]

ଭାବୀ ଶୁଭାଶୁଭ ଫଳ, ଲାଭ, କ୍ଷତି, ହିଂସା, ପୌରୁଷ ଆଦି ବିଚାର କରା ନ ଯାଇ ମୋହଦ୍ୱାରା ଆରବ୍ଧ କରାଯିବା କର୍ମ ଭଗବଦ୍ଖତା ୧୮—୨୫: ) —A work undertaken without mature deliberation and done under delusion.