Jump to content

ତାମସ କୀଳକ

ଉଇକିଅଭିଧାନ‌ରୁ

ତାମସ କୀଳକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିଜ୍ଞାନପରିଭାଷା)

[ସମ୍ପାଦନା]

ସୂର୍ଯ୍ୟ ଓ ଚନ୍ଦ୍ରମଣ୍ଡଳର ଦେହରେ ବେଳେ ବେଳେ ଦେଖାଯିବା କଳା ଦାଗମାନ —Sun-spots; black spots on the surface of the sun and of the moon.

[ଦ୍ରଷ୍ଟବ୍ୟ —ଏମାନ ସଂଖ୍ୟାରେ ୩୩: ସୂର୍ଯ୍ୟମଣ୍ଡଳରେ ଏମାନ ଦେଖା— ଗଲେଫଳିତ ଜ୍ୟୋତିଷ ମତେର ସଂସାରରେ ଅଶୁଭ ଘଟେ ଓ ଚନ୍ଦ୍ର— ମଣ୍ଡଳରେ ଦେଖାଗଲେ ଶୁଭ ଘଟେ ଏମାନେ ରାହୁଙ୍କ ପୁତ୍ର ଥିବାର କଳ୍ପିତ (ହିନ୍ଦୀ - ଶବ୍ଦସାଗର)]