Jump to content

ତାମସ ଗୁଣ

ଉଇକିଅଭିଧାନ‌ରୁ

ତାମସ ଗୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତମୋଗୁଣ—(ତମଃ ତଳେ ନୋଟ୍ ଦେଖ) — The gross attributes or elements in Nature (See notes under Tamaḥ).

ବିଷାଦ କ୍ରୋଧ ଲୋଭ ହିଂସା ଯାଚବା ଦମ୍ଭ ମିଥ୍ୟା ଭାଷା କନ୍ଦଳ ଶୋକ ଭୟ ଭ୍ରମ ନିଦ୍ରା ଅଳସ ଆଶା ଶ୍ରମ ଏତେ ଭ୍ରାମସ ଗୁଣ ଜାଣି ଏବେ ହୋ ଶୁଣି ପରିମାଣ ଜଗନ୍ନାଥ. ଭାଗବତ