Jump to content

ତାମସ ତପଃ

ଉଇକିଅଭିଧାନ‌ରୁ

ତାମସ ତପଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(କର୍ମାଧା; ତାମସ+ ତପଃ)

[ସମ୍ପାଦନା]

ପରର ଅନିଷ୍ଟ— ସାଧନ ପାଇଁ ଆପଣାକୁ କଷ୍ଟ ଦେଇ ବିବେକ ବିରୁଦ୍ଧ ଭାବରେ କରାଯିବା ତପସ୍ୟା (ଭଗବଦ୍ଗୀତା ୧୭/ ୧୯: ) —Penance or austerities practised against one's conscience for injuring another by undergoing personal privations.