ତାମସ ତ୍ୟାଗ
ମୋହବଶତଃ ଯଜ୍ଞ, ଦାନ ଓ ତପସ୍ୟାଦି କର୍ତ୍ତବ୍ୟ କର୍ମମାନଙ୍କ ତ୍ୟାଗ (ଭଗବଦ୍ଗୀତା ୧୮/୭: ) —Abandonment of one's religious duties on account of infantuation.