ତାମସ ଦାନ
ଦେଶକାଳ ବିଚାର ନ କରି ଅସତ୍କାର ଓ ଅବଜ୍ଞା ସହକାରେ ଅପାତ୍ରରେ କରାଯିବା ଦାନ (ଭଗବଦ୍ଗୀତା ୧୭/୨୨: ) — A gift made to an improper time and place and without due respect.