Jump to content

ତାମସ ମୁନି

ଉଇକିଅଭିଧାନ‌ରୁ

ତାମସ ମୁନି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତମୋଗୁଣ ବଶବର୍ତ୍ତୀ ମୁନିଗଣ — Passionate sages; some of the sages who are said to have been swayed by passions.

[ ଦ୍ର—କଣାଦ, ଗୌତମ, ଶକ୍ତି, ଉପମନ୍ୟୁ, ଜୌମିନୀ, ଦୁର୍ବାସା, ମୁକଣ୍ଡୁ, ବୃବସ୍ପତି, ଶୁକ୍ରାଚାର୍ଯ୍ୟ, ଜମଦଗି ପ୍ରଭୃତି ମୁନିମାନଙ୍କୁ ତାମସ ଶ୍ରେଣୀରେ ଗଣନା କରା ଯାଇଅଛି]