ତାମସ ଯଜ୍ଞ
ଦେଖଣା
ତାମସ ଯଜ୍ଞ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତାମସ+ ଯଜ୍ଞ)
[ସମ୍ପାଦନା]ବିଧିହୀନ ଯଜ୍ଞ — A vedic sacrifice performed withont due rites and solemnities.
[ ଦ୍ର—ବିଧିହୀନ, ଅସୃଷ୍ଟାନ ଅର୍ଥାତ୍ ବ୍ରାହ୍ମଣାଦିଙ୍କଦ୍ୱାରା ଅସମ୍ପନ୍ନ ମନ୍ତ୍ରହୀନ, ଦକ୍ଷିଣାଦାନବିବଜ୍ଜିତ ଓ ଶ୍ରଦ୍ଧାବିରହିତ ଯଜ୍ଞରୁ ତାମସ ଯଜ୍ଞ ବୋଲାଯାଏ—ଭଗବଦ୍ଗୀତା ୧୭/୧୩: ]