ତାମସ ସନ୍ନ୍ୟାସୀ
ଗାର୍ହସ୍ଥ୍ୟ ସୁଖା— ସ୍ୱାଦନରେ ନିରପେକ୍ଷ ଥାଇ ବନରେ ବିଚରଣପୂର୍ବକ ତପସ୍ୟା କରୁଥିବା ଅଥଚ ମୋକ୍ଷ ପାଇଁ ଲାଳାୟିତ ସନ୍ନ୍ୟାସୀ —An ascetic who renounces the world and lives in the woods to practise austerities but bankers after salvation.