Jump to content

ତାମସ ସୁଖ

ଉଇକିଅଭିଧାନ‌ରୁ

ତାମସ ସୁଖ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ତାମସ+ ସୁଖ)

[ସମ୍ପାଦନା]

ଯେଉଁ ସୁଖ ପ୍ରଥମରେ ଓ ଶେଷରେ ଆତ୍ମାର ମୋହକାରୀ ଏବଂ ନିଦ୍ରା, ଆଳସ୍ୟ ଓ ପ୍ରମାଦରୁ ଜାତ (ଭାଗବଦ୍— ଗୀତା—୧୮/୩୯: ) —Pleasure which begins and ends with infatuation and is derived from sleep, laziness or blunder.