Jump to content

ତାମସ ସ୍ମୃତି

ଉଇକିଅଭିଧାନ‌ରୁ

ତାମସ ସ୍ମୃତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତାମସ+ସ୍ମୃତି)

[ସମ୍ପାଦନା]

ସ୍କୃତିଗ୍ରନ୍ଥମାନଙ୍କ ଶ୍ରେଣୀ— ବିଶେଷ —Title of a class of codes of Hindu Law.

[ ଦ୍ର—ଗୋତମ, ବୃହସ୍ପତି, ସମୁଦ୍ର, ଯମ, ଶଙ୍ଖ, ଔଶନସ ଆଦି କେତେକ ମୁନିଙ୍କ ସଂକଳିତ ସ୍କୃତି ବା ସଂହିତାମାନଙ୍କୁ ତାମସ ବୋଲାଯାଏ ]