ତାମିଳ୍
ଦେଖଣା
ତାମିଳ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦ୍ରାବିଡ଼; ମାଗଧୀ ପ୍ରାକୃତ ବା ପାଲୀ , ଦାମିଲୋ ତାମିଲ ବର୍ଣ୍ଣମାଳାରେ ତ,ଥ, ଦିର ଏକ ଉଚ୍ଚାରଣ ଥିବାରୁ 'ଦାମିଲୋ ଶବ୍ଦ ଉଚଚ୍ଚାରଣରେ ତାମିଞ୍ଚ ହୋଇଅଛି—ହିନ୍ଦି. ଶବ୍ଦସାଗର)
[ସମ୍ପାଦନା]- ୧. ଦକ୍ଷିଣ 'ଭାରତର ଭାଷାବିଶ୍ଷ' ଦ୍ରାବୀଡ଼ ଭାଷାର ଗୋଟିଏ ପ୍ରଧାନ ଶାଖା —୧. Tamil; ine of the Dravidian languages of South India.
- ୨. ଦକ୍ଷିଣ ଭାରତର ହିନ୍ଦୁ ଜାତିବିଶେଷ — ୨. A Hindu caste of South India; the Tamil.
[ ଦ୍ର—ତାମିଳ ଭାଷାରେ ଲିଖିତ ୨ ବର୍ଷ ପୂର୍ବର କାବ୍ୟ ମିଳିଅଛି ଏ ଭାଷାରେ ବର୍ଗର ୧ମ, ୨ୟ. ୩ୟ ଓ ୪ର୍ଥ ବର୍ଣ୍ଣର ଉଚ୍ଚାରଣ ଏକ ଏହାକୁ ଦ୍ରାବିଡ଼ ଭାଷାର ଏକ ଶାଖା ଶଙ୍କରଚାର୍ଯ୍ୟଙ୍କ ଶାରୀରିକ ଭାଷ୍ୟରେ 'ଦ୍ରମିଳ' ଶବ୍ଦ ଅଛି ଓ ଚୀନ ପରିବ୍ରାଜକ ହୁଏନସାଂ ଏହାକୁ ଚିମୋଲା ଉଚ୍ଚାରଣ କରିଅଛିନ୍ତି ତାମିଲ ବର୍ଣ୍ଣମାଳା ଅପୂର୍ଣ୍ଣ ଅଟେ ବର୍ଗର ପଞ୍ଚମ ଅନୁନାସିକ ବର୍ଣ୍ଣ ଛଡ଼ା ବର୍ଗର ଅନ୍ୟ ସମସ୍ତ ବର୍ଣ୍ଣମାନଙ୍କର ଉଚ୍ଚାରଣ ଏକ ଅଟେ ତାମିଳିଜାତି ଭାରତର ଗୋଟିଏ ଅତି ପୁରାତନ ଜାତି ଓ ଭାରତକୁ ଆର୍ଯ୍ୟମାନେ ଆସିବା ପୂର୍ବେ ଏମାନେ ଭାରତରେ ଗୋଟିଏ ସଭ୍ୟ ଜାତି ଥିଲେ ଓ ଆର୍ଯ୍ୟ ସଭ୍ୟତା ବିସ୍ତାର ସଙ୍ଗେ ଏମାନେ ଆର୍ଯ୍ୟ ସଭ୍ୟତାକୁ ପୂର୍ଣ୍ଣରୂପ ଗ୍ରହଣକଲେ]
ବୈଦେଶିକ - ବି—(ଆରବୀ - )
[ସମ୍ପାଦନା]ଆଜ୍ଞାର ପାଳନ — Carrying out of an order,
ବୈଦେଶିକ - ବିଶେଷଣ -
[ସମ୍ପାଦନା]ପାଳିତ ଆଜ୍ଞା) —Carried out (order).