ତାମିସ୍ର
ଦେଖଣା
ତାମିସ୍ର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତମିସ୍ରା=ରାତ୍ରି+ଅ)
[ସମ୍ପାଦନା]- ୧. ରାକ୍ଷସ; ନିଶାଚର; ରାତ୍ରିଚର —୧. Demon (who roams about in the night.)
- ୨. ଅବିଦ୍ୟାବିଶେଷ; ଇନ୍ଦ୍ରିୟବିଳାସଭୋଗର ବ୍ୟାଘାତଜନିତ କ୍ରୋଧ —୨. Wrath or anger arising from the interruption of sensual indulgece
- ୩. ପ୍ରବଞ୍ଚକର ଦଣ୍ଡଭୋଗର୍ଥ ଅନ୍ଧକାରମୟ ନରକବିଶେଷ — ୩. A gloomy division of the Hell for the punishment of deceitful persons.
- ୪. କ୍ରୋଧ —୪. Wrath; anger.
- ୫. ଦ୍ୱେଷ —୫. Envy.