Jump to content

ତାମ୍ର

ଉଇକିଅଭିଧାନ‌ରୁ

ତାମ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତମ୍ ଧାତୁ=ଦୁଃଖ ପାଇବା+କରଣ .ର)

[ସମ୍ପାଦନା]
୧. ତମ୍ୱା ଧାତୁ —୧. Copper.
୨. (ତମ୍ର+ଅ)—ଦେହରେ ରକ୍ତବର୍ଣ୍ଣଦାଗ ଯୁକ୍ତ କୁଷ୍ଠରୋଗ— ବିଶେଷ —୨. A kind of leprosy with red spots.
୩. ତାମ୍ର ପରି ରକ୍ତବର୍ଣ୍ଣ — ୩. A dark coppery red (Apte).

ବିଶେଷଣ -

[ସମ୍ପାଦନା]

ଅରୁଣବର୍ଣ୍ଣବିଶିଷ୍ଟ — Dark red; copper-coloured.