ତାମ୍ରଗର୍ଭ
=== ସଂସ୍କୃତ - ବିଶେଷ୍ୟ - (ତାମ୍ର ଅଟେ ଗର୍ଭ=ଫତ୍ପତ୍ତିସ୍ଥାନ ଯାହାର; ବହୁବ୍ରୀହି)
ତୁତିଆ —Sulphate of copper; Blue vitriol.