ତାମ୍ରପର୍ଣ୍ଣୀ
ଦେଖଣା
ତାମ୍ରପର୍ଣ୍ଣୀ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. କର୍ଣ୍ଣାଟ ବା ମାଳବ ଦେଶସ୍ଥ ନଦୀବିଶେଷ — ୧. Name of a river in S. E. India.
[ ଦ୍ର—ଏହା ମଳୟ ଗରିରୁ ଉତ୍ପନ୍ନ ହୋଇ ମାନ୍ଦ୍ରାଜର ଟିନେଭେଲ୍ଲୀ ଜିଲା ବାଟେ ଯାଇ ସମୁଦ୍ରରେ ପଡ଼ିଛି ଏହା ପୂର୍ବେ ମୁକ୍ତ ନିମନ୍ତେ ପ୍ରସିଦ୍ଧ ଥିଲା ଏହାର ଦୀର୍ଘତା ୭ ମାଇଲ ମହାଭାରତ, ମତ୍ସ୍ୟ— ପୁରାଣ, ଅଶୋକଙ୍କ ଶିଳାଲିପ ଓ ଗ୍ରୀକ୍ ଲେଖକ ଟଲେମୀଙ୍କ ଗ୍ରନ୍ଥରେ ଏ ନଦୀର ଉଲ୍ଲେଖ ଅଛି ହିନ୍ଦୀ - ଶବ୍ଦସାଗର]
- ୨. ଦୀର୍ଘ ଓ ବଡ଼ ପୋଖରୀ; ସରୋବର —୨. Lake.
- ୩. ପସାରୁଣୀ ଲତା —୩. Poederia Foetida.
- ୪. ମଞ୍ଜିଷ୍ଠା — ୪. Indian madder; Rubia Cordifolia.