ତାମ୍ରମୁଖ
(ତାମ୍ରମୁଖୀ—ସ୍ତ୍ରୀ)
ଯାହାର ମୁହଁ ତମ୍ୱା ପରି ରକ୍ତାଭ —Copper-faced.
ଇଉରୋପୀୟ ବା ଫିରିଙ୍ଗି ବ୍ୟକ୍ତି — A European or Frank (Apte).