Jump to content

ତାମ୍ରଲିପ୍ତ

ଉଇକିଅଭିଧାନ‌ରୁ

ତାମ୍ରଲିପ୍ତ

ଉଚ୍ଚାରଣ

[ସମ୍ପାଦନା]

(ତାମ୍ରଲିପ୍ତି—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ତମଲୁକ୍ (ଦେଖ) - Tamaluk (See)

(ଦ୍ର—ଏହା କଲିକତାର ୩୫: କ୍ରୋଶ ଦକ୍ଷିଣ ପଶ୍ଚିମରେ ସମୁଦ୍ରକୂଳସ୍ଥିତ ଅତି ପ୍ରାଚୀନ ବାଣିଜ୍ୟ କେନ୍ଦ୍ର — Tamlook.

ଗଙ୍ଗା ମୁଖେ ପୋତଧାତ୍ରୀ ତାମ୍ରଲିପ୍ତ ପୁରୀ—ରାଧାନାଥ ମହାଯାତ୍ରା

[ ଦ୍ର—ଏହା କଳିଙ୍ଗ ଦେଶକୁ ଲାଗି ସମୁଦ୍ର କୂଳରେ ଅବସ୍ଥିତ ଗୋଟିଏ ରାଜ୍ୟ ବୋଲି ମହାଭାରତରେ ଲେଖା ଅଛି ଏଥିର ନିବାସୀମାନେ ମହାଭାରତ ଯୁଦ୍ଧରେ ଦୁର୍ଯ୍ୟୋଧନଙ୍କ ପକ୍ଷରେ ଯୁଦ୍ଧ କରିଥିଲେ ହିନ୍ଦୀ - ଶବ୍ଦସାଗର]